ବେଲଘର ଅଭୟାରଣ୍ୟରେ ଆହତ ହାତୀ ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘର ଅଭୟାରଣ୍ୟର ଝିରିପାଣି ଜଙ୍ଗଲରେ ଏକ ଆହତ ହାତୀ ବୁଲୁଥିବା ବନ ବିଭାଗ ଠାବ କରିଛି। ହାତୀର ଗୋଡ଼ରେ କୌଣସି କାରଣରୁ କ୍ଷତ ହୋଇଛି। ତେଣୁ ହାତୀଟି ବିଶେଷ ଚଲାବୁଲା କରି ପାରୁନାହିଁ। ହାତୀର ଚିକିତ୍ସା କରିବା ପାଇଁ ବନ ବିଭାଗର କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ହାତୀଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ନଜର ରଖିଛନ୍ତି।

elephant1

elephant1

Rakesh Mallick
  • Published: Sunday, 11 December 2016
  • Updated: 11 December 2016, 10:28 AM IST

elephant1ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘର ଅଭୟାରଣ୍ୟର ଝିରିପାଣି ଜଙ୍ଗଲରେ ଏକ ଆହତ ହାତୀ ବୁଲୁଥିବା ବନ ବିଭାଗ ଠାବ କରିଛି। ହାତୀର ଗୋଡ଼ରେ କୌଣସି କାରଣରୁ କ୍ଷତ ହୋଇଛି। ତେଣୁ ହାତୀଟି ବିଶେଷ ଚଲାବୁଲା କରି ପାରୁନାହିଁ।

ହାତୀର ଚିକିତ୍ସା କରିବା ପାଇଁ ବନ ବିଭାଗର କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ହାତୀଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀମାନେ ନଜର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story