କେନ୍ଦ୍ରାପଡ଼ା: ପେଟ୍ରୋଲପମ୍ପ୍ ଅଫିସରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରଦପୁର ପେଟ୍ରୋଲପମ୍ପ ଅଫିସରେ ଗତକାଲି ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଚିତ୍ତରଂଜନ ସାହୁ। କଟକର ଏକ ଘରୋଇ ନର୍ସିଂ ହୋମରେ ତାଙ୍କର ଚିକିତ୍ସା ଚାଲିଛି। ସର୍ଟ ସାର୍କିଟ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

kandrapara

kandrapara

Rakesh Mallick
  • Published: Friday, 06 November 2015
  • Updated: 06 November 2015, 06:17 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story