କେନ୍ଦ୍ରାପଡ଼ାରେ ଉନ୍ନୟନମୂଳକ କାମର ସମୀକ୍ଷା କଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସାଂସଦ ପଟ୍ଟାମୁଣ୍ଡାଇ ବଢେ଼ଇପଡ଼ା ଗାଁରେ ଚାଲିଥିବା ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାମର ଅନୁଧ୍ୟାନ କରିଥିଲେ। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣରେ ବିଳମ୍ୱ ହେଉଥିବାରୁ ତୁରନ୍ତ କାର୍ଯ୍ୟ ଶେଷ କରିବା ନେଇ ସେ ସହକାରୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

b

b

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 07:53 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story