କେନ୍ଦୁଝର:୨୪ଜଣ ଶିଶୁଙ୍କୁ  ଉଦ୍ଧାର କଲା ଶିଶୁ କଲ୍ୟାଣ କମିଟି

କେନ୍ଦୁଝର: ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟସ୍ଥ ଏକ ଝୁମ୍ପୁଡ଼ି ଘରୁ ଶନିବାର ସଂଧ୍ୟାରେ ୨୪ଜଣ ଶିଶୁଙ୍କୁ ଅସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଶିଶୁ କଲ୍ୟାଣ କମିଟି, ଡିସିପିଓ, ହରିଚନ୍ଦନପୁର ତହସିଲଦାର ଓ ଦୈତାରୀ ପୋଲିସ୍ ମିଳିତ ଭାବେ ଦୁଗ୍ଧ ମଧୁ ଦେଶ ନାମକ ସଂସ୍ଥା ଉପରେ ଚଢ଼ାଉ କରି  ଶିଶୁଙ୍କ ସହ ୩ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶିଶୁମାନେ ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଜଣାପଡିଛି। ଏମାନଙ୍କୁ କେନ୍ଦୁଝରରେ ଥିବା ଓପନ୍ […]

child-5

child-5

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 08:18 AM IST

Sports

Latest News

କେନ୍ଦୁଝର: ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟସ୍ଥ ଏକ ଝୁମ୍ପୁଡ଼ି ଘରୁ ଶନିବାର ସଂଧ୍ୟାରେ ୨୪ଜଣ ଶିଶୁଙ୍କୁ ଅସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଶିଶୁ କଲ୍ୟାଣ କମିଟି, ଡିସିପିଓ, ହରିଚନ୍ଦନପୁର ତହସିଲଦାର ଓ ଦୈତାରୀ ପୋଲିସ୍ ମିଳିତ ଭାବେ ଦୁଗ୍ଧ ମଧୁ ଦେଶ ନାମକ ସଂସ୍ଥା ଉପରେ ଚଢ଼ାଉ କରି  ଶିଶୁଙ୍କ ସହ ୩ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶିଶୁମାନେ ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଜଣାପଡିଛି। ଏମାନଙ୍କୁ କେନ୍ଦୁଝରରେ ଥିବା ଓପନ୍ ସେଲ୍ଟର ହୋମରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos