କେନ୍ଦୁଝର: ହାତୀ ଆକ୍ରମଣରେ ଫରେଷ୍ଟଗାର୍ଡ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଧାନବେଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି। ଶୁକ୍ରବାର ଧାନ ଖାଇବା ଉଦ୍ଦେଶ୍ୟରେ ନିକଟସ୍ଥ ଜଙ୍ଗଲରୁ ଏକ ହାତୀ ଗାଁ  ଆଡକୁ ମାଡି ଆସୁଥିଲା। ହାତୀକୁ ଘଉଡାଇବାକୁ ବନକର୍ମୀଙ୍କ ସହ ଶହ ଶହ ଲୋକ ଉଦ୍ୟମ କରିଥିଲେ। ହେଲେ ହଠାତ୍ ହାତୀଟି ଫରେଷ୍ଟଗାର୍ଡ ସୁବ୍ରତ ପାତ୍ରଙ୍କ ପଟକୁ ଦୌଡି ଆସିଥିଲା। ସୁବ୍ରତ ଦୌଡି ଥିଲେ ସୁଦ୍ଧା ହାତୀ କବଳରୁ ନିଜକୁ ବଞ୍ଚାଇ ପାରି ନ ଥିଲେ। ହାତୀ […]

elephent attack

elephent attack

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 03:31 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଧାନବେଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି। ଶୁକ୍ରବାର ଧାନ ଖାଇବା ଉଦ୍ଦେଶ୍ୟରେ ନିକଟସ୍ଥ ଜଙ୍ଗଲରୁ ଏକ ହାତୀ ଗାଁ  ଆଡକୁ ମାଡି ଆସୁଥିଲା। ହାତୀକୁ ଘଉଡାଇବାକୁ ବନକର୍ମୀଙ୍କ ସହ ଶହ ଶହ ଲୋକ ଉଦ୍ୟମ କରିଥିଲେ। ହେଲେ ହଠାତ୍ ହାତୀଟି ଫରେଷ୍ଟଗାର୍ଡ ସୁବ୍ରତ ପାତ୍ରଙ୍କ ପଟକୁ ଦୌଡି ଆସିଥିଲା। ସୁବ୍ରତ ଦୌଡି ଥିଲେ ସୁଦ୍ଧା ହାତୀ କବଳରୁ ନିଜକୁ ବଞ୍ଚାଇ ପାରି ନ ଥିଲେ। ହାତୀ ଗଛରେ ବାଡେଇ ଦେବା ଫଳରେ ସୁବ୍ରତ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଅଧିକ ଖରାପ  ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story