କୋରାପୁଟ: ଅନ୍ୟ ଜାତିରେ ବିବାହ କରିବାରୁ  ଯୁବକଙ୍କୁ ସମାଜରୁ ବାସନ୍ଦ ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ପି ଗୋବିନ୍ଦ ରାଓ ଓ ତାଙ୍କ ସ୍ତ୍ରୀଙ୍କୁ କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦ ରାଓ ଅନ୍ୟ ଜାତିର ଝିଅଙ୍କୁ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବହିଷ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏପରି ଅଭିଯୋଗକୁ କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି। ସେପଟେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବୋରିଗୁମ୍ମା ଏସଡିପିଓ କହିଛନ୍ତି।

koraput

koraput

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 08:52 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story