କଟକରେ ଗଡ଼ିଲା ପିଙ୍କ୍ ଅଟୋ

କଟକ: କଟକରେ ଗଡ଼ିଲା ପିଙ୍କ୍ ଅଟୋ। କମିଶନରେଟ ପୋଲିସ ଓ ଅଟୋ ଆସୋସିଏସନର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ବୁଧବାରଠାରୁ କଟକରେ ଆରମ୍ଭ କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ଦେବାଶିଷ ସାମନ୍ତରାୟ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଏହି ସେବାର ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱର ପରେ କଟକରେ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ […]

pink-auto

pink-auto

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 05:10 PM IST

Sports

Latest News

କଟକ: କଟକରେ ଗଡ଼ିଲା ପିଙ୍କ୍ ଅଟୋ। କମିଶନରେଟ ପୋଲିସ ଓ ଅଟୋ ଆସୋସିଏସନର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ବୁଧବାରଠାରୁ କଟକରେ ଆରମ୍ଭ କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ଦେବାଶିଷ ସାମନ୍ତରାୟ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଏହି ସେବାର ଶୁଭାରମ୍ଭ କରିଥିଲେ।

ଭୁବନେଶ୍ୱର ପରେ କଟକରେ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଅଟୋ ୫ଟି ସ୍ଥାନରେ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ବାଦାମବାଡି , ରେଲେୱ ଷ୍ଟେସନ, ଏସିସିବି ମେଡିକାଲ , ଶୈଳବାଳା ମହିଳା ମହାବିଦ୍ୟାଳୟ , ଓ ସିଡିଏ ଆଦି ସ୍ଥାନରୁ ପିଙ୍କ ଅଟୋ ଚାଲିବ । ତେବେ ଅଟୋ ଡ୍ରାଇଭର ପାଇଁ ସ୍ୱତନ୍ତ୍ର ଡ୍ରେସକୋଡର ମଧ୍ୟ ବ୍ୟବସ୍ଥା କରାଯାଇଛି। ବିଶେଷକରି ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ଭାବେ ଯାତାୟତ କରିପାରିବେ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story