ଅଗ୍ନିକାଣ୍ଡରେ ୫ଟି ପରିବାରର ୧୨ ବଖରା ଘର ଭସ୍ମ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ବ୍ଲକ୍‌ ବାବନା ବଉଳାଙ୍ଗ ଗାଁରେ ଗତକାଲି ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ  ୫ଟି ପରିବାରର ୧୨ ବଖରା ଘର ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଗରଦପୁର ଅଗ୍ନିଶମ ବାହିନୀ ପଶି  ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସର୍ଟ ସର୍କିଟ୍‌ରୁ  ଅଗ୍ନିକାଣ୍ଡ ଘଟିଥିବା  ଅନୁମାନ କରାଯାଉଛି।

fair

fair

Rakesh Mallick
  • Published: Friday, 09 September 2016
  • Updated: 09 September 2016, 11:34 AM IST

Sports

Latest News

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ବ୍ଲକ୍‌ ବାବନା ବଉଳାଙ୍ଗ ଗାଁରେ ଗତକାଲି ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ  ୫ଟି ପରିବାରର ୧୨ ବଖରା ଘର ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ଗରଦପୁର ଅଗ୍ନିଶମ ବାହିନୀ ପଶି  ନିଆଁକୁ ଆୟତ୍ତ କରିଥିଲା।

ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସର୍ଟ ସର୍କିଟ୍‌ରୁ  ଅଗ୍ନିକାଣ୍ଡ ଘଟିଥିବା  ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story