କେନ୍ଦ୍ରାପଡ଼ା: ନଳକୂପ ଖୋଳିଲା ବେଳେ ମାଟି ତଳୁ ବାହାରୁଛି ଗ୍ୟାସ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଳା ନିକିରାଇ ମଠସାହିରେ  ଗାଁରେ ଏକ ଅଜବ ଘଟଣା ଘଟିଛି। ଗାଁର ସଦାଶିବ ମଲ୍ଲିକଙ୍କ ବାଡ଼ିରେ ନଳକୂପ ଖୋଳିଲା ସମୟରେ ମାଟି ଭିତରୁ  ଗ୍ୟାସ୍ ବାହାରିବା ସହ ଦିଆସିଲି ଜଲାଇଲେ ନିଆଁ ଲାଗିଯାଇଥିଲା। ସଦାଶିବଙ୍କ କହିବାନୁସାରେ,“ ପ୍ରାୟ ୫୦ଫୁଟ୍‌ ଖୋଳିବା ପରେ ଜୋର୍‌ରେ ଏକ ଶଦ୍ଦ ହେଲା ଓ ପାଣି ପ୍ରାୟ ୨୦ ଫୁଟ ମାଟି ଉପରକୁ ଉଠି ଆସିଥିଲା। ନଳକୂପ ଖେଳାଳିମାନେ ଭୟରେ କାମ ଛାଡ଼ି ପଳାଇଥିଲେ। ଏହାପରେ ସେଠାରୁ ଗ୍ୟାସ୍‌ ନିର୍ଗତ […]

jala

jala

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 12:26 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଳା ନିକିରାଇ ମଠସାହିରେ  ଗାଁରେ ଏକ ଅଜବ ଘଟଣା ଘଟିଛି। ଗାଁର ସଦାଶିବ ମଲ୍ଲିକଙ୍କ ବାଡ଼ିରେ ନଳକୂପ ଖୋଳିଲା ସମୟରେ ମାଟି ଭିତରୁ  ଗ୍ୟାସ୍ ବାହାରିବା ସହ ଦିଆସିଲି ଜଲାଇଲେ ନିଆଁ ଲାଗିଯାଇଥିଲା। ସଦାଶିବଙ୍କ କହିବାନୁସାରେ,“ ପ୍ରାୟ ୫୦ଫୁଟ୍‌ ଖୋଳିବା ପରେ ଜୋର୍‌ରେ ଏକ ଶଦ୍ଦ ହେଲା ଓ ପାଣି ପ୍ରାୟ ୨୦ ଫୁଟ ମାଟି ଉପରକୁ ଉଠି ଆସିଥିଲା। ନଳକୂପ ଖେଳାଳିମାନେ ଭୟରେ କାମ ଛାଡ଼ି ପଳାଇଥିଲେ। ଏହାପରେ ସେଠାରୁ ଗ୍ୟାସ୍‌ ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା।”

ଗ୍ୟାସ୍‌ ବାହାରିବା କାରଣରୁ ସଦାଶିବଙ୍କ ପରିବାର ଲୋକେ ଭୟଭୀତ ଅଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story