କେନ୍ଦୁଝର: ମୁଖ୍ୟ ପୋଷ୍ଟ ଅଫିସରେ ବୋମା ଆତଙ୍କ

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ପୋଷ୍ଟ ଅଫିସରେ ଆଜି ଅପରାହ୍ଣରେ ଖେଳିଯାଇଥିଲା ବୋମା ଆତଙ୍କ। ଜଣେ ବ୍ୟକ୍ତି ପାର୍ସାଲ ପଠାଇବା ପାଇଁ ଡାକଘରକୁ ଯାଇଥିଲେ। ତେବେ କର୍ତ୍ତୃପକ୍ଷ ପାର୍ସଲଟିକୁ ଗ୍ରହଣ କରିବାର କିଛି ସମୟ ପରେ ହଠାତ ଟିକ୍ ଟିକ୍ ଶବ୍ଦ ଶୁଭିଥିଲା। ଏହାକୁ ନେଇ ଅଫିସ ଭିତରେ ଭୟର ବାତାବରଣ ଦେଖାଦେଇଥିଲା। ଏ ନେଇ ପୋଷ୍ଟ ଅଫିସର କର୍ମକର୍ତ୍ତା ପୋଲିସକୁ ଖବର ଦେଇଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାର୍ସଲଟିକୁ ଖୋଲିଥିଲେ। ତେବେ ସେଥିରୁ ଏକ […]

bomb-manace-in-kendujhar

bomb-manace-in-kendujhar

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 01:05 PM IST

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ପୋଷ୍ଟ ଅଫିସରେ ଆଜି ଅପରାହ୍ଣରେ ଖେଳିଯାଇଥିଲା ବୋମା ଆତଙ୍କ। ଜଣେ ବ୍ୟକ୍ତି ପାର୍ସାଲ ପଠାଇବା ପାଇଁ ଡାକଘରକୁ ଯାଇଥିଲେ। ତେବେ କର୍ତ୍ତୃପକ୍ଷ ପାର୍ସଲଟିକୁ ଗ୍ରହଣ କରିବାର କିଛି ସମୟ ପରେ ହଠାତ ଟିକ୍ ଟିକ୍ ଶବ୍ଦ ଶୁଭିଥିଲା। ଏହାକୁ ନେଇ ଅଫିସ ଭିତରେ ଭୟର ବାତାବରଣ ଦେଖାଦେଇଥିଲା। ଏ ନେଇ ପୋଷ୍ଟ ଅଫିସର କର୍ମକର୍ତ୍ତା ପୋଲିସକୁ ଖବର ଦେଇଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାର୍ସଲଟିକୁ ଖୋଲିଥିଲେ। ତେବେ ସେଥିରୁ ଏକ ଘଣ୍ଟା ବହାରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story