କେନ୍ଦୁଝର: ଦୋକାନରେ ନିଆଁ ଲାଗି ୫ ଆହତ

କେନ୍ଦୁଝର: କେନ୍ଦୁଝର ପାଟଣାରେ ଚାଲିଥିବା ଜାଗର ମେଳାରେ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ସମସ୍ତେ ଗୋଟିଏ ପରିବାରର। ମେଳାରେ ମଥୁରା କେକ୍‌ ଦୋକାନ କରିଥିବା ବିଜୟ ସାହୁ ଗ୍ୟାସ୍‌ ସିଲିଣ୍ଡର ବଦଳାଉଥିବା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବିଜୟଙ୍କ ସମେତ ତାଙ୍କ ୭ ବର୍ଷର ପୁଅ ଓ ପତ୍ନୀ ପୋଡ଼ି ହୋଇଯାଇଥିଲେ।

kendujha-born

kendujha-born

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 03:29 AM IST

କେନ୍ଦୁଝର: କେନ୍ଦୁଝର ପାଟଣାରେ ଚାଲିଥିବା ଜାଗର ମେଳାରେ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ସମସ୍ତେ ଗୋଟିଏ ପରିବାରର।

ମେଳାରେ ମଥୁରା କେକ୍‌ ଦୋକାନ କରିଥିବା ବିଜୟ ସାହୁ ଗ୍ୟାସ୍‌ ସିଲିଣ୍ଡର ବଦଳାଉଥିବା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବିଜୟଙ୍କ ସମେତ ତାଙ୍କ ୭ ବର୍ଷର ପୁଅ ଓ ପତ୍ନୀ ପୋଡ଼ି ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story