କେନ୍ଦୁଝର: ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର

କେନ୍ଦୁଝର: ବଡବିଲ ଥାନା କଳିଙ୍ଗ ଅଞ୍ଚଳରୁ ଆଜି ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ। ଝିଅଟିର ଚେତା ଆସିବା ପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚେତାଶୂନ୍ୟ ଅବସ୍ଥାରେ ଝିଅଟି ପଡିଥିବା ନେଇ କେହି ଉପାନ୍ତ ମହିଳା ସମବାୟ ସମିତି ନାମକ ସ୍ୱେଚ୍ଛେସେବୀ ସଙ୍ଗଠନକୁ ଖବର ଦେଇଥିଲେ । ଖବର ପାଇ ସଂଗଠନର ସଦସ୍ୟାମାନେ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର ଥିଲେ । ତେବେ ଡାକ୍ତରଖାନାରେ ନାବାଳିକାର ଚିକିତ୍ସାଳରେ ଅବହେଳା […]

kendujha1

kendujha1

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 10:16 AM IST

Sports

Latest News

କେନ୍ଦୁଝର: ବଡବିଲ ଥାନା କଳିଙ୍ଗ ଅଞ୍ଚଳରୁ ଆଜି ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ। ଝିଅଟିର ଚେତା ଆସିବା ପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚେତାଶୂନ୍ୟ ଅବସ୍ଥାରେ ଝିଅଟି ପଡିଥିବା ନେଇ କେହି ଉପାନ୍ତ ମହିଳା ସମବାୟ ସମିତି ନାମକ ସ୍ୱେଚ୍ଛେସେବୀ ସଙ୍ଗଠନକୁ ଖବର ଦେଇଥିଲେ । ଖବର ପାଇ ସଂଗଠନର ସଦସ୍ୟାମାନେ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର ଥିଲେ । ତେବେ ଡାକ୍ତରଖାନାରେ ନାବାଳିକାର ଚିକିତ୍ସାଳରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପାଇବା ପରେ ଜିଲ୍ଲା ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରିଥିଲେ। ପରେ ନାବାଳିକା ସ୍ଥାନୀୟ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story