କେନ୍ଦୁଝର: ଶୀତବସ୍ତ୍ର ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

କେନ୍ଦୁଝର: କେନ୍ଦୁଝରରେ ଏକ ଶୀତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କ।ର ସାମଗ୍ରୀ ପୋଡି ଯାଇଛି। ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏହି ଘଟଣା। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଗରେ ଥିବା ଶୀତବସ୍ତ୍ର ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ଏହି ସମୟରେ ଦୋକାନରେ ଶୋଇଥିବା ବ୍ୟବସାୟୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଖବର ପାଇ ଦମକଳବାହିନୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

fire-in-shop

fire-in-shop

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 06:04 AM IST

Sports

Latest News

କେନ୍ଦୁଝର: କେନ୍ଦୁଝରରେ ଏକ ଶୀତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କ।ର ସାମଗ୍ରୀ ପୋଡି ଯାଇଛି। ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏହି ଘଟଣା। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଗରେ ଥିବା

ଶୀତବସ୍ତ୍ର ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ଏହି ସମୟରେ ଦୋକାନରେ ଶୋଇଥିବା ବ୍ୟବସାୟୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଖବର ପାଇ ଦମକଳବାହିନୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story