କଳାହାଣ୍ଡି: ଖୋଲୁନି ମଣ୍ଡି, ପଡ଼ି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଚାରବାହାଲ, ମହିଚଲା ଆଦି ମଣ୍ଡିରେ ତାଲା ପଡ଼ିଥିବାରୁ ଚାଷୀମାନେ ବିକ୍ରି କରିବା ପାଇଁ ଆଣିଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ସେମିତି ପଡ଼ି ରହିଛି। ସରକାରୀ ଦରରେ ଧାନ ବିକି ନ ପାରି ଅନେକ ଚାଷୀ ବାଧ୍ୟ ହୋଇ ଅଳ୍ପ ଦରରେ ଦଲାଲଙ୍କୁ ବିକ୍ରି କରିଦେଉଛନ୍ତି। ଏନେଇ ପ୍ରଶାସନ ଅବଗତ ଥିବା […]

dhana-mandi

dhana-mandi

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 01:25 PM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଚାରବାହାଲ, ମହିଚଲା ଆଦି ମଣ୍ଡିରେ ତାଲା ପଡ଼ିଥିବାରୁ ଚାଷୀମାନେ ବିକ୍ରି କରିବା ପାଇଁ ଆଣିଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ସେମିତି ପଡ଼ି ରହିଛି। ସରକାରୀ ଦରରେ ଧାନ ବିକି ନ ପାରି ଅନେକ ଚାଷୀ ବାଧ୍ୟ ହୋଇ ଅଳ୍ପ ଦରରେ ଦଲାଲଙ୍କୁ ବିକ୍ରି କରିଦେଉଛନ୍ତି। ଏନେଇ ପ୍ରଶାସନ ଅବଗତ ଥିବା ଓ ପର୍ଯ୍ୟାୟକ୍ରମେ ମଣ୍ଡି ଖୋଲା ଯାଉଥିବା ଜୁନାଗଡ଼ ବିଡିଓ କହିଛନ୍ତି। ଚଳିତ ଋତୁରେ କଳାହାଣ୍ଡି ଜିଲ୍ଲାରେ ୧୩୭ଟି ଧାନକ୍ରୟ କେନ୍ଦ୍ରରୁ ୧୬ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଯୋଜନା ଥିବା ବେଳେ ନଭେମ୍ୱର ୨୦ ତାରିଖରୁ ଧାନ ସଂଗ୍ରହ ହେବ ବୋଲି ଧାର୍ଯ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story