ମଜୁରୀ ଦାବିରେ ଜାତୀୟ ରାଜପଥ ଅବରୋଧ

କୋରପୁଟ: ହାଲ୍‌ ବିସ୍ଥାପିତଙ୍କ ନିମନ୍ତେ ମହୋନପଡ଼ା ନିକଟରେ ଗୃହ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଶ୍ରମିକମାନେ ମଜୁରୀ ପାଇ ନ ଥିବା ଯୋଗୁଁ ଆଜି ଜାତୀୟ ରାଜପଥ-୨୬କୁ  ୩ ଘଣ୍ଟା ଧରି ଅବରୋଧ କରିଥିଲେ। ସେମିଳିଗୁଡ଼ା ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି  ଆସନ୍ତା ୧୮ ତାରିଖରେ ପ୍ରଶାସନିକ ସ୍ତରରେ ଆଲୋଚନା ପରେ ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ରାସ୍ତା ଅବରୋଧରେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ […]

koraput

koraput

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 01:27 PM IST

Sports

Latest News

koraputକୋରପୁଟ: ହାଲ୍‌ ବିସ୍ଥାପିତଙ୍କ ନିମନ୍ତେ ମହୋନପଡ଼ା ନିକଟରେ ଗୃହ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଶ୍ରମିକମାନେ ମଜୁରୀ ପାଇ ନ ଥିବା ଯୋଗୁଁ ଆଜି ଜାତୀୟ ରାଜପଥ-୨୬କୁ  ୩ ଘଣ୍ଟା ଧରି ଅବରୋଧ କରିଥିଲେ। ସେମିଳିଗୁଡ଼ା ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି  ଆସନ୍ତା ୧୮ ତାରିଖରେ ପ୍ରଶାସନିକ ସ୍ତରରେ ଆଲୋଚନା ପରେ ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ରାସ୍ତା ଅବରୋଧରେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos