ଭଞ୍ଜନଗର: ୨୦୧୪-୧୫ ବର୍ଷର ମରୁଡି ଘୋଷଣା ହୋଇଥିବା ଅଞ୍ଚଳକୁ କୃଷି ଋଣ ବୀମା ଛାଡ଼ ନେଇ ବୁଗୁଡ଼ା ବ୍ଲକର ଭଗବାନପୁର ଓ କରଚୁଲି ପଞ୍ଚାୟତର ବୀମାଧାରି କୃଷକମାନେ କରସିଙ୍ଗ୍ ଛକ ଓ ଭଗବାନପୁର ମୁଖ୍ୟ ରାସ୍ତାଠାରେ ଟାୟାର ଜାଳି ଧାରଣାରେ ବସିଥିଲେ। ଫଳରେ ଭୁବନେଶ୍ୱର- ଭଞ୍ଜନଗର ଓ ଭୁବନେଶ୍ୱର–ବୁଗୁଡ଼ା ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦାବି ପୂରଣ ହେଲା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ବୀମାଧାରୀ ଚାଷୀମାନେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।