କୁଚିଣ୍ଡା: ୧୦ ଘଣ୍ଟିଆ ବାମରା ବନ୍ଦ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା  କୁଚିଣ୍ଡା ଉପଖଣ୍ଡ ବାମରା ଠାରେ ଥିବା  ଓଏସ୍‌ଆର୍‌ଟିସିର ସରକାରୀ ଜମିକୁ ଜବର ଦଖଲ ଉଚ୍ଛେଦ ଦାବିରେ ବାମରା ନାଗରିକ ମଞ୍ଚ ପକ୍ଷରୁ ୧୦ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୂର୍ବରୁ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ଓଏସ୍‌ଆର୍‌ଟିସିର ଜମିରେ ପୁନଃ ଜବରଦଖଲକୁ ବିରୋଧ କରାଯାଇଛି।

bamara

bamara

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 11:07 AM IST

Sports

Latest News

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା  କୁଚିଣ୍ଡା ଉପଖଣ୍ଡ ବାମରା ଠାରେ ଥିବା  ଓଏସ୍‌ଆର୍‌ଟିସିର ସରକାରୀ ଜମିକୁ ଜବର ଦଖଲ ଉଚ୍ଛେଦ ଦାବିରେ ବାମରା ନାଗରିକ ମଞ୍ଚ ପକ୍ଷରୁ ୧୦ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

ପୂର୍ବରୁ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ଓଏସ୍‌ଆର୍‌ଟିସିର ଜମିରେ ପୁନଃ ଜବରଦଖଲକୁ ବିରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos