କୁଚିଣ୍ଡା: ୧୦ ଘଣ୍ଟିଆ ବାମରା ବନ୍ଦ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା  କୁଚିଣ୍ଡା ଉପଖଣ୍ଡ ବାମରା ଠାରେ ଥିବା  ଓଏସ୍‌ଆର୍‌ଟିସିର ସରକାରୀ ଜମିକୁ ଜବର ଦଖଲ ଉଚ୍ଛେଦ ଦାବିରେ ବାମରା ନାଗରିକ ମଞ୍ଚ ପକ୍ଷରୁ ୧୦ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି।

ପୂର୍ବରୁ ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ଓଏସ୍‌ଆର୍‌ଟିସିର ଜମିରେ ପୁନଃ ଜବରଦଖଲକୁ ବିରୋଧ କରାଯାଇଛି।