ତୈଳ ବିଶୋଧନାଗାର ପ୍ରକଳ୍ପ ପରିସରରେ ଶ୍ରମିକ ମୃତ୍ୟୁ ନେଇ ଉତ୍ତେଜନା

ପାରାଦୀପ: ଶ୍ରମିକ ମୃତ୍ୟୁ ନେଇ ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପରିସରରେ ଉତ୍ତେଜନା ଦେଖାଦେଇଛି। ଶ୍ରମିକମାନେ ବିଶୋଧନାଗାରର ଏକ ନମ୍ୱର ଫାଟକ ନିକଟରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି। ଅର୍ଜୁନ ଦାସ ନାମକ ଜଣେ ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ […]

kl

kl

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 02:27 PM IST

Sports

Latest News

ପାରାଦୀପ: ଶ୍ରମିକ ମୃତ୍ୟୁ ନେଇ ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପରିସରରେ ଉତ୍ତେଜନା ଦେଖାଦେଇଛି। ଶ୍ରମିକମାନେ ବିଶୋଧନାଗାରର ଏକ ନମ୍ୱର ଫାଟକ ନିକଟରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି। ଅର୍ଜୁନ ଦାସ ନାମକ ଜଣେ ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story