ଖୋର୍ଦ୍ଧା: ବେଗୁନିଆ ବଜାରରୁ ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ସହ ହମ୍ପସ୍ ନିର୍ମାଣ ଦାବିରେ ଆଜି ୫୭ ନମ୍ୱର ରାଜପଥ ୮ଘଣ୍ଟା ଅବରୋଧ କରାଯାଇଥିଲା। ବୁଧବାର ରାତିରେ ଉକ୍ତ ମଦ ଦୋକାନ ଆଗରେ ଏକ ଦୁର୍ଘଟଣା ଘଟିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ଯୋଗୁଁ ଏଠାରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିବା ସହ ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ। ତୁରନ୍ତ ହମ୍ପସ୍ ନିର୍ମାଣ ଲାଗି ଖୋର୍ଦ୍ଧା ଏସଡିପିଓ […]

khurdh

khurdh

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 03:53 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ସହ ହମ୍ପସ୍ ନିର୍ମାଣ ଦାବିରେ ଆଜି ୫୭ ନମ୍ୱର ରାଜପଥ ୮ଘଣ୍ଟା ଅବରୋଧ କରାଯାଇଥିଲା। ବୁଧବାର ରାତିରେ ଉକ୍ତ ମଦ ଦୋକାନ ଆଗରେ ଏକ ଦୁର୍ଘଟଣା ଘଟିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ମଦ ଦୋକାନ ଯୋଗୁଁ ଏଠାରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିବା ସହ ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ। ତୁରନ୍ତ ହମ୍ପସ୍ ନିର୍ମାଣ ଲାଗି ଖୋର୍ଦ୍ଧା ଏସଡିପିଓ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦାବି ପୂରଣରେ ବିଳମ୍ବ ହେବାରୁ ବେଗୁନିଆ ମହାବିଦ୍ୟାଳୟର ଶତାଧିକ ଛାତ୍ର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ। ଟାୟାର ଜାଳି ପ୍ରାୟ ୮ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ଫଳରେ ଶହ ଶହ ଗାଡି ମଟର ଅଟକି ରହିଥିଲା। ଏପରି କି ଛାତ୍ରମାନେ ମଦ ଦୋକାନରେ ତାଲା ପକାଇ ଦେଇଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ଶୀଘ୍ର ମଦ ଦୋକାନ ହଟାଯିବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story