ମହାଦେଇଯୋଡ଼ାରେ ଅଜଣା ଜ୍ୱର ଆତଙ୍କ: ମାସେ ମଧ୍ୟରେ ୯ ଜଣଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ମହାଦେଇଯୋଡ଼ା ପଞ୍ଚାୟତର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଠାରେ ଗତ ୩୩ ଦିନ ମଧ୍ୟରେ ଅଜଣା ଜ୍ୱରରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଗତ ପ୍ରାୟ ୪ ମାସ ମଧ୍ୟରେ ୮୦୦ରୁ ଅଧିକ ଲୋକ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଏବେ ବି ଏହି ଅଞ୍ଚଳରେ ଶହେରୁ ଅଧିକ ଲୋକ ଜ୍ୱରରେ ପୀଡ଼ିତ ଅଛନ୍ତି। […]

mahadeijoda

mahadeijoda

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 10:27 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ମହାଦେଇଯୋଡ଼ା ପଞ୍ଚାୟତର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଠାରେ ଗତ ୩୩ ଦିନ ମଧ୍ୟରେ ଅଜଣା ଜ୍ୱରରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ କହିବା ଅନୁଯାୟୀ ଗତ ପ୍ରାୟ ୪ ମାସ ମଧ୍ୟରେ ୮୦୦ରୁ ଅଧିକ ଲୋକ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଏବେ ବି ଏହି ଅଞ୍ଚଳରେ ଶହେରୁ ଅଧିକ ଲୋକ ଜ୍ୱରରେ ପୀଡ଼ିତ ଅଛନ୍ତି।

କେନ୍ଦୁଝର ସିଡିଏମ୍‌ଓ କବୀନ୍ଦ୍ର ପ୍ରସାଦ ସାହୁ କହିଛନ୍ତି ଯେ ବିଭିନ୍ନ କାରଣରୁ ବିଭିନ୍ନ ବୟସର ଲୋକଙ୍କ ମୃତ୍ୟୁ ଘଟିଛି। କିଛି ଜଣ ବାର୍ଦ୍ଧକ୍ୟ ଜନିତ କାରଣରୁ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି। ଏ ସମସ୍ତଙ୍କ ମୃତ୍ୟୁ ନିର୍ଦ୍ଦିଷ୍ଟ ଗୋଟିଏ କାରଣରୁ ଘଟି ନାହିଁ। ତେଣୁ କିଛି ମହାମାରୀ ବ୍ୟାପି ଥିବା ନେଇ କହି ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story