ସାଲେପୁର: ମହିଳାଙ୍କ ମୃତଦେହ ଉଦ୍ଧାର

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଷୁପୁର ପଞ୍ଚାୟତ ସମିତି ସଭ୍ୟାଙ୍କ ମୃତଦେହ ଆଜି ସକାଳେ ତାଙ୍କୁ ଘରୁ  ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ମୁକ୍ତା ମୁଣ୍ଡା (୫୦) ବର୍ଷ। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ପୋଲିସ୍ ମୁକ୍ତାଙ୍କ ସ୍ୱାମୀ ବାବୁ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି।

mahila -5

mahila -5

Rakesh Mallick
  • Published: Monday, 18 April 2016
  • Updated: 18 April 2016, 08:57 AM IST

Sports

Latest News

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଷୁପୁର ପଞ୍ଚାୟତ ସମିତି ସଭ୍ୟାଙ୍କ ମୃତଦେହ ଆଜି ସକାଳେ ତାଙ୍କୁ ଘରୁ  ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ମୁକ୍ତା ମୁଣ୍ଡା (୫୦) ବର୍ଷ। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ପୋଲିସ୍ ମୁକ୍ତାଙ୍କ ସ୍ୱାମୀ ବାବୁ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos