ଲାଲ୍‌ କମାଣ୍ଡରଙ୍କ ନାଲିଆଖି; ଭିଟାମାଟି ଛାଡ଼ିରେ ଗାଁ ଲୋକେ

ମାଲକାନଗିରି: ମାଓବାଦୀଙ୍କ ନାଲିଆଖିରେ ଭୟଭୀତ ହୋଇ ଲୋକେ ଗାଁ ଛାଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଓପ୍ରବଣ ମାଲକାନଗିରି ଜିଲ୍ଲା ଏଲକାଦୁଇ ଗାଁରେ। ଏବେ ଏହି ଗାଁ ଲୋକଶୂନ୍ୟ ହୋଇଯାଇଛି। ଏଲକାଦୁଇ ଗାଁ ଲୋକେ  ଏପ୍ରିଲ ୧ ତାରିଖରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାକୁ ମାଓବାଦୀମାନେ ବିରୋଧ କରି ଗାଁ ଛାଡିବାକୁ ଧମକ ଦେଇଥିଲେ। ଫଳରେ ଗାଁ ଲୋକେ ଭୟରେ ନିଜର ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ଆଉ କିଛି ଗାଁ ଛାଡ଼ି ବାହାରେ […]

malkangiri-naxal

malkangiri-naxal

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 06:04 PM IST

Sports

Latest News

ମାଲକାନଗିରି: ମାଓବାଦୀଙ୍କ ନାଲିଆଖିରେ ଭୟଭୀତ ହୋଇ ଲୋକେ ଗାଁ ଛାଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଓପ୍ରବଣ ମାଲକାନଗିରି ଜିଲ୍ଲା ଏଲକାଦୁଇ ଗାଁରେ। ଏବେ ଏହି ଗାଁ ଲୋକଶୂନ୍ୟ ହୋଇଯାଇଛି।

ଏଲକାଦୁଇ ଗାଁ ଲୋକେ  ଏପ୍ରିଲ ୧ ତାରିଖରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାକୁ ମାଓବାଦୀମାନେ ବିରୋଧ କରି ଗାଁ ଛାଡିବାକୁ ଧମକ ଦେଇଥିଲେ। ଫଳରେ ଗାଁ ଲୋକେ ଭୟରେ ନିଜର ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ଆଉ କିଛି ଗାଁ ଛାଡ଼ି ବାହାରେ ରହୁଛନ୍ତି।

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“କଣ ପାଇଁ ଲୋକେ ଗାଁ ଛାଡିଛନ୍ତି ପୋଲିସ ତାହାର ତଦନ୍ତ କରୁଛି। ଏହାଛଡ଼ା କମ୍ୱିଂ ଅପରେସନକୁ ଜୋରଦାର କରାଯିବ। ଉକ୍ତ ଗାଁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story