ମାଲକାନଗିରିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ମାଲକାନଗିରି: ମାଲକାନଗିରିରେ ବିଜେଡି ସରକାରଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମାଲକାନଗିରି ସହରରେ ଥିବା ଆହର କେନ୍ଦ୍ରରେ ଲାଗିଥିବା ଟିଭିକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଅଭିଯୋଗ ଆଣିଥିଲେ। ଏ ନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଏଡିଏମ୍‌ଓ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ହୋଡିଂକୁ ଖୋଲିଦେବା ପାଇଁ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡ଼ା […]

bjd photo politics

bjd photo politics

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 08:46 PM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ବିଜେଡି ସରକାରଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମାଲକାନଗିରି ସହରରେ ଥିବା ଆହର କେନ୍ଦ୍ରରେ ଲାଗିଥିବା ଟିଭିକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଅଭିଯୋଗ ଆଣିଥିଲେ। ଏ ନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଏଡିଏମ୍‌ଓ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ହୋଡିଂକୁ ଖୋଲିଦେବା ପାଇଁ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡ଼ା କହିଛନ୍ତି,“ଆହାର କେନ୍ଦ୍ରରେ ଲାଗିଥିବା ଟିଭି ମାଧ୍ୟମରେ ନବୀନ ପଟ୍ଟନାୟକ ସରକାର ପ୍ରଚାର କରୁଛନ୍ତି। ଏହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ଏହାକୁ ଆମେ ବିରୋଧ କରୁଛୁ।”

ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି,“ଆହାର କେନ୍ଦ୍ରରେ ଲାଗିଥିବା ଟିଭିରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସିଡି ମାଧ୍ୟମରେ ପ୍ରଚାର କରାଯାଉଛି। ଏହାଛଡ଼ା କାନ୍ଥରେ ନବୀନ ପଟ୍ଟନାୟକଙ୍କ ଫଟୋ ଏବଂ ଯୋଜନା ସମ୍ପର୍କରେ ଲେଖିଛନ୍ତି। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story