ମାଲକାନଗିରି: ବାଘ ଚମଡ଼ା ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କରାପାଲ୍ଲୀ ଗାଁରେ ବନବିଭାଗ ଶନିବାର ଚଢ଼ାଉ କରି  ଏକ କଲରା ପତରିଆ ବାଘର ଚମଡ଼ା ଜବତ କରିଛି। ଏହି ଘଟଣାରେ ସନ୍ୟାସୀ ନାୟକ ନାମକ ଜଣେ ଯବୁକକୁ ଗିରଫ କରାଯାଇଛି। ଗାଁର ଜଣେ ଯୁବକ ବାଘ ମାରି ଚମଡ଼ା ସହ ଅନ୍ୟାନ୍ୟ ଜିନିଷ ବାହାରକୁ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ମାଥିଲି ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା।

ବାଘଟିକୁ ମାସେ ତଳେ ମରାଯାଇ ଚମଡ଼ା ବାହାର କରାଯାଇଥିବା ମାଲକାନଗିରି ଡିଏଫଓ ଅଶୋକ କୁମାର ସୂଚନା ଦେଇଛନ୍ତି। ବାଘଟିକୁ କିପରି ଭାବେ ମରାଗଲା ଏବଂ କେଉଁ କେଉଁମାନେ ଏଥିରେ ସାମିଲ ଥିଲେ ଏନେଇ ପୋଲିସ ଗିରଫ ସନ୍ୟାସୀକୁ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’