ମାଲକାନଗିରି: ବାଘ ଚମଡ଼ା ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କରାପାଲ୍ଲୀ ଗାଁରେ ବନବିଭାଗ ଶନିବାର ଚଢ଼ାଉ କରି  ଏକ କଲରା ପତରିଆ ବାଘର ଚମଡ଼ା ଜବତ କରିଛି। ଏହି ଘଟଣାରେ ସନ୍ୟାସୀ ନାୟକ ନାମକ ଜଣେ ଯବୁକକୁ ଗିରଫ କରାଯାଇଛି। ଗାଁର ଜଣେ ଯୁବକ ବାଘ ମାରି ଚମଡ଼ା ସହ ଅନ୍ୟାନ୍ୟ ଜିନିଷ ବାହାରକୁ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ମାଥିଲି ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା। ବାଘଟିକୁ ମାସେ ତଳେ ମରାଯାଇ ଚମଡ଼ା […]

tiger

tiger

Rakesh Mallick
  • Published: Sunday, 10 January 2016
  • Updated: 10 January 2016, 07:28 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କରାପାଲ୍ଲୀ ଗାଁରେ ବନବିଭାଗ ଶନିବାର ଚଢ଼ାଉ କରି  ଏକ କଲରା ପତରିଆ ବାଘର ଚମଡ଼ା ଜବତ କରିଛି। ଏହି ଘଟଣାରେ ସନ୍ୟାସୀ ନାୟକ ନାମକ ଜଣେ ଯବୁକକୁ ଗିରଫ କରାଯାଇଛି। ଗାଁର ଜଣେ ଯୁବକ ବାଘ ମାରି ଚମଡ଼ା ସହ ଅନ୍ୟାନ୍ୟ ଜିନିଷ ବାହାରକୁ ବିକ୍ରି କରୁଥିବା ଅଭିଯୋଗ ହେବା ପରେ ମାଥିଲି ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା।

ବାଘଟିକୁ ମାସେ ତଳେ ମରାଯାଇ ଚମଡ଼ା ବାହାର କରାଯାଇଥିବା ମାଲକାନଗିରି ଡିଏଫଓ ଅଶୋକ କୁମାର ସୂଚନା ଦେଇଛନ୍ତି। ବାଘଟିକୁ କିପରି ଭାବେ ମରାଗଲା ଏବଂ କେଉଁ କେଉଁମାନେ ଏଥିରେ ସାମିଲ ଥିଲେ ଏନେଇ ପୋଲିସ ଗିରଫ ସନ୍ୟାସୀକୁ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story