ନବରଙ୍ଗପୁର: ଗାଡିରୁ କାଚ ଖାଲି କରୁଥିବା ବେଳେ ଦୁର୍ଘଟଣା, ଜଣେ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗୋରାମୁଣ୍ଡା ବନ୍ଧ ନିକଟରେ ଗାଡ଼ିରୁ କାଚ ଖାଲି କରୁଥିବା ବେଳେ ଦୁର୍ଘଟଣା ଘଟି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କାଚ ଦୋକାନକୁ ଆସିଥିବା କାଚକୁ ଗାଡିରୁ ଖାଲି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଜଣଙ୍କ ହେଲେ ତୁଳା ହରିଜନ। ଦୁଇ ଗୁରୁତରଙ୍କୁ କୋରାପୁଟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

nabarangpur

nabarangpur

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 07:26 PM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗୋରାମୁଣ୍ଡା ବନ୍ଧ ନିକଟରେ ଗାଡ଼ିରୁ କାଚ ଖାଲି କରୁଥିବା ବେଳେ ଦୁର୍ଘଟଣା ଘଟି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କାଚ ଦୋକାନକୁ ଆସିଥିବା କାଚକୁ ଗାଡିରୁ ଖାଲି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ଜଣଙ୍କ ହେଲେ ତୁଳା ହରିଜନ।

ଦୁଇ ଗୁରୁତରଙ୍କୁ କୋରାପୁଟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story