ନଗଡ଼ାରେ ଖାଦ୍ୟ ସୁରକ୍ଷା ଆୟୁକ୍ତ

ଯାଜପୁର: ଅପପୁଷ୍ଟିର ଗାଁ ନଗଡ଼ାକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଖାଦ୍ୟ ସୁରକ୍ଷା ଆୟୁକ୍ତ ରଙ୍ଗଲାଲ ଜାମୁଡ଼ା। ତାଙ୍କ ସହ କମିଟି ସଭ୍ୟା ସିପ୍ରା ମଲ୍ଲିକ, ଜିଲ୍ଲାପାଳ ରଞ୍ଜନ ଦାଶଙ୍କ ସମେତ ୫ ଜଣଆ ଟିମ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳ ୪ ଚକିଆ କ୍ୟାମ୍ପର ଗାଡ଼ିରେ ପ୍ରଥମେ ତଳନଗଡ଼ାକୁ ଯାଇଥିଲେ। ସେଠାରେ ଜୁଆଙ୍ଗଙ୍କ ପକ୍ଷରୁ କୁସୁମ ଓ ପଳାଶ ଫଲ ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସ୍ଥାନୀୟ ବାସିନ୍ଦାଙ୍କ ସହ […]

nagada-incedent

nagada-incedent

Rakesh Mallick
  • Published: Friday, 03 March 2017
  • Updated: 03 March 2017, 10:39 PM IST

Sports

Latest News

ଯାଜପୁର: ଅପପୁଷ୍ଟିର ଗାଁ ନଗଡ଼ାକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଖାଦ୍ୟ ସୁରକ୍ଷା ଆୟୁକ୍ତ ରଙ୍ଗଲାଲ ଜାମୁଡ଼ା। ତାଙ୍କ ସହ କମିଟି ସଭ୍ୟା ସିପ୍ରା ମଲ୍ଲିକ, ଜିଲ୍ଲାପାଳ ରଞ୍ଜନ ଦାଶଙ୍କ ସମେତ ୫ ଜଣଆ ଟିମ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳ ୪ ଚକିଆ କ୍ୟାମ୍ପର ଗାଡ଼ିରେ ପ୍ରଥମେ ତଳନଗଡ଼ାକୁ ଯାଇଥିଲେ। ସେଠାରେ ଜୁଆଙ୍ଗଙ୍କ ପକ୍ଷରୁ କୁସୁମ ଓ ପଳାଶ ଫଲ ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲା ଏହି ଟିମ୍‌।

ଅନୁଧ୍ୟାନ ପରେ ଜାମୁଡ଼ା କହିଥିଲେ,“ନଗଡ଼ାରେ ଅପପୁଷ୍ଟି ସ୍ଥିତିରେ ଏଯାଏଁ ସମ୍ପୂର୍ଣ୍ଣ ସୁଧାର ଆସିନି। ଏଥିପାଇଁ ସରାକାରୀସ୍ତରରେ ଯତ୍ନବାନ ହୋଇ ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ନଗଡ଼ାରେ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story