ନାକ୍‌ ଟିମ୍‌ ପରିଦର୍ଶନ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରସ୍ତୁତି

ବ୍ରହ୍ମପୁର: ୨୦୦୨ ମସିହା ପରେ ପୁଣି ଥରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳକୁ ନାକ୍‌ ଟିମ୍‌ ଆସୁଛନ୍ତି। ଆସନ୍ତ ୧୯ ତାରିଖରେ ୩ଜଣ କୁଳପତିଙ୍କ ସମେତ ୧୦ ଜଣିଆ ଟିମ୍‌ ଆସି ପହଞ୍ଚିବେ। ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ବିଭାଗ ସମେତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିବେ। ନାକ୍‌ ଟିମକୁ ସ୍ୱାଗତ କରିବା ସହ ବିଶ୍ୱ ବିଦ୍ୟାଳୟ ପୁଣି ଥରେ ଯେପରି ନାକ୍‌ ମାନ୍ୟତା ପାଇପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି। ଫାଇଲିନ୍‌ ବାତ୍ୟାରେ ବିଶ୍ୱବିଦ୍ୟାଳୟର ବହୁ କ୍ଷୟକ୍ଷତି […]

baramhapur

baramhapur

Rakesh Mallick
  • Published: Friday, 15 April 2016
  • Updated: 15 April 2016, 04:04 AM IST

Sports

Latest News

ବ୍ରହ୍ମପୁର: ୨୦୦୨ ମସିହା ପରେ ପୁଣି ଥରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳକୁ ନାକ୍‌ ଟିମ୍‌ ଆସୁଛନ୍ତି। ଆସନ୍ତ ୧୯ ତାରିଖରେ ୩ଜଣ କୁଳପତିଙ୍କ ସମେତ ୧୦ ଜଣିଆ ଟିମ୍‌ ଆସି ପହଞ୍ଚିବେ। ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସେମାନେ ବିଭିନ୍ନ ବିଭାଗ ସମେତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିବେ।

ନାକ୍‌ ଟିମକୁ ସ୍ୱାଗତ କରିବା ସହ ବିଶ୍ୱ ବିଦ୍ୟାଳୟ ପୁଣି ଥରେ ଯେପରି ନାକ୍‌ ମାନ୍ୟତା ପାଇପାରିବ ସେଥିପାଇଁ ପ୍ରସ୍ତୁତି ଚାଲିଛି। ଫାଇଲିନ୍‌ ବାତ୍ୟାରେ ବିଶ୍ୱବିଦ୍ୟାଳୟର ବହୁ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ପୁଣି ଥରେ ନାକ୍‌ ଟିମ୍‌ର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଚାଲିଥିବା କୁଳପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story