ନୟାଗଡ଼: ଭୁଲ୍ ମେଡିସିନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼: ନୟାଗଡ଼ ସହରର ଏକ ଘରୋଇ କ୍ଳିନିକରେ ଭୁଲ୍‌ ଇଞ୍ଜେକସନ୍‌ ଦେବା ଫଳରେ  ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ଇଟାମାଟି ଅଞ୍ଚଳର ସନ୍ତୋଷ ପ୍ରଧାନ। ଗତକାଲି ସନ୍ତୋଷ ଚିକିତ୍ସା ଲାଗି କ୍ଳିନିକ୍‌କୁ ଆସିଥିଲେ। ଡାକ୍ତର ଏଲ୍‌.ଏନ୍‌. ବିଶୋୟୀ ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ତେବେ ଇଞ୍ଜେକସନ୍‌ ନେବା ପରେ ସନ୍ତୋଷଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ନୟାଗଡ଼ ହସପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା […]

death

death

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 12:23 PM IST

Sports

Latest News

ନୟାଗଡ଼: ନୟାଗଡ଼ ସହରର ଏକ ଘରୋଇ କ୍ଳିନିକରେ ଭୁଲ୍‌ ଇଞ୍ଜେକସନ୍‌ ଦେବା ଫଳରେ  ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ଇଟାମାଟି ଅଞ୍ଚଳର ସନ୍ତୋଷ ପ୍ରଧାନ। ଗତକାଲି ସନ୍ତୋଷ ଚିକିତ୍ସା ଲାଗି କ୍ଳିନିକ୍‌କୁ ଆସିଥିଲେ। ଡାକ୍ତର ଏଲ୍‌.ଏନ୍‌. ବିଶୋୟୀ ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ତେବେ ଇଞ୍ଜେକସନ୍‌ ନେବା ପରେ ସନ୍ତୋଷଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ନୟାଗଡ଼ ହସପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ନୟାଗଡ଼ ଟାଉନ୍ ଥାନାରେ ମାମଲା ଦାୟର କରାଯାଇଛି। ପୋଲିସ୍ କ୍ଲିନ୍‌କ୍‌କୁ ସିଲ୍‌ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story