ନୀଳଗିରିରେ ହାତୀ ଉପଦ୍ରବ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏବେ ଦନ୍ତାହାତୀ ଆତଙ୍କ। ଝାଡଖଣ୍ଡରୁ ଏକ ହାତୀ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲ ଦେଇ ଗୋପାଳପୁର ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ହାତୀଟି ବୁଦୁ ସାହି ଜଙ୍ଗଲ ବାଟ ଦେଇ ଧାନ ଜମିରେ ପଶି ଧାନ ନଷ୍ଟ କରିଛି। ପ୍ରତି ବର୍ଷ ଧାନ ଖାଇବାକୁ ନଭେମ୍ୱର ମାସରେ ଆସିଥା’ନ୍ତି ଝାଡଖଣ୍ଡ ହାତୀ ପଲ। ତେବେ ଏଥର ମରୁଡି ଯୋଗୁ ବିଲରେ ଧାନ ନଥିବାରୁ ହାତୀ ପଲ ଆସି ନ ଥିବା କୁହାଯାଉଛି। […]

elephant-nilagiri

elephant-nilagiri

Rakesh Mallick
  • Published: Friday, 11 December 2015
  • Updated: 11 December 2015, 05:22 AM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏବେ ଦନ୍ତାହାତୀ ଆତଙ୍କ। ଝାଡଖଣ୍ଡରୁ ଏକ ହାତୀ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲ ଦେଇ ଗୋପାଳପୁର ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ହାତୀଟି ବୁଦୁ ସାହି ଜଙ୍ଗଲ ବାଟ ଦେଇ ଧାନ ଜମିରେ ପଶି ଧାନ ନଷ୍ଟ କରିଛି। ପ୍ରତି ବର୍ଷ ଧାନ ଖାଇବାକୁ ନଭେମ୍ୱର ମାସରେ ଆସିଥା’ନ୍ତି ଝାଡଖଣ୍ଡ ହାତୀ ପଲ। ତେବେ ଏଥର ମରୁଡି ଯୋଗୁ ବିଲରେ ଧାନ ନଥିବାରୁ ହାତୀ ପଲ ଆସି ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ହାତୀପଲ ଗାଁକୁ ନ ପଶିବାପାଇଁ ସୋଲାର ଫେନସିଂ କରାଯାଇଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos