ନିଲାମ ହେଲା ମରିଚି କୁଣ୍ଡର ପାଣି 

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବରୁ ମରିଚି କୁଣ୍ଡ ପାଣି ନିଲାମ ହୋଇଛି। ଗତକାଲି ରାତିରେ ମରିଚି କୁଣ୍ଡରୁ  ରଥ ପ୍ରତିଷ୍ଠା ପାଇଁ ପାଣି ଆସିବା ପରେ ଏହାର ପବିତ୍ର ଜଳକୁ ନିଲାମ କରାଯାଇଛି। ପ୍ରଥମ କଳସ ପାଣିକୁ ଢେଙ୍କାନାଳ ଭୁବନର ଦମ୍ପତି ସୁବାସିନୀ ସାହୁ ଓ ନରେନ୍ଦ୍ର ସାହୁ ୧୨ ହଜାର ୫ଶହ ଟଙ୍କାରେ ନିଲାମ୍ ଧରିଥିଲେ। ଦ୍ୱିତୀୟ କଳସ ପାଣିକୁ କଟକର ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ଓ ଶଶୀଭୂଷଣ ମୁଖୀ ୮ ହଜାର ୨ଶହ ଟଙ୍କାରେ […]

bbsr

bbsr

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 03:55 AM IST

Sports

Latest News

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବରୁ ମରିଚି କୁଣ୍ଡ ପାଣି ନିଲାମ ହୋଇଛି। ଗତକାଲି ରାତିରେ ମରିଚି କୁଣ୍ଡରୁ  ରଥ ପ୍ରତିଷ୍ଠା ପାଇଁ ପାଣି ଆସିବା ପରେ ଏହାର ପବିତ୍ର ଜଳକୁ ନିଲାମ କରାଯାଇଛି। ପ୍ରଥମ କଳସ ପାଣିକୁ ଢେଙ୍କାନାଳ ଭୁବନର ଦମ୍ପତି ସୁବାସିନୀ ସାହୁ ଓ ନରେନ୍ଦ୍ର ସାହୁ ୧୨ ହଜାର ୫ଶହ ଟଙ୍କାରେ ନିଲାମ୍ ଧରିଥିଲେ।

ଦ୍ୱିତୀୟ କଳସ ପାଣିକୁ କଟକର ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ଓ ଶଶୀଭୂଷଣ ମୁଖୀ ୮ ହଜାର ୨ଶହ ଟଙ୍କାରେ ଆଣିଥିଲେ। ମରିଚି କୁଣ୍ଡର ପବିତ୍ର ପାଣିରେ ସ୍ନାନ କଲେ ନିଃସନ୍ତାନ ମହିଳାମାନେ ସନ୍ତାନପ୍ରାପ୍ତ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story