ନୂଆପଡ଼ା: ସଡ଼କ ଦୁର୍ଘଟଣାରେ ପ୍ରସୂତୀଙ୍କ ସମେତ ୨ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ନିକଟରେ ୨ଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପ୍ରସୂତୀଙ୍କ ସହିତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରସୂତୀଙ୍କ ନାଁ ରଇବାରୀ ଘିଡ଼େଲା। ଗତକାଲି ସିନାପାଲି ଥାନା ଅନ୍ତର୍ଗତ କୋକପଦର ଗାଁର ୬ ଜଣ ବ୍ୟକ୍ତି ଜଣେ ଗର୍ଭବତୀ ମହିଳାଙ୍କୁ ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ନେଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ତେବେ କୋମନା ନିକଟରେ ଛତିଶଗଡ଼ର ସେନଉଟାରୁ ଆସୁଥିବା ଏକ ବରଯାତ୍ରୀ ଗାଡ଼ି […]

nuapada-accident

nuapada-accident

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 06:06 AM IST

Sports

Latest News

nuapada-accidentନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ନିକଟରେ ୨ଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପ୍ରସୂତୀଙ୍କ ସହିତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରସୂତୀଙ୍କ ନାଁ ରଇବାରୀ ଘିଡ଼େଲା।

ଗତକାଲି ସିନାପାଲି ଥାନା ଅନ୍ତର୍ଗତ କୋକପଦର ଗାଁର ୬ ଜଣ ବ୍ୟକ୍ତି ଜଣେ ଗର୍ଭବତୀ ମହିଳାଙ୍କୁ ଏକ ଟାଟା ମ୍ୟାଜିକ୍ ଗାଡ଼ିରେ ନେଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ତେବେ କୋମନା ନିକଟରେ ଛତିଶଗଡ଼ର ସେନଉଟାରୁ ଆସୁଥିବା ଏକ ବରଯାତ୍ରୀ ଗାଡ଼ି ସହିତ ଟାଟା ମ୍ୟାଜିକ୍ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା। ଟାଟା ମ୍ୟାଜିକରେ ବସିଥିବା ସମସ୍ତ ୭ ଜଣ ଆହତ ହୋଇଥିଲେ। ସେମାନଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରସୂତୀ ରଇବାରୀ ଘିଡ଼େଲା ଓ ଗୁର ଘିଡ଼େଲାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ବରଯାତ୍ରୀ ଗାଡ଼ିର ଡ୍ରାଇଭର ଫେରାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story