ନୂଆପଡ଼ା: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବିଦ୍ୟୁତ୍ ଆଘାତରେ ଗୁରୁତର ଯୋଗେନ୍ଦ୍ର

ନୂଆପଡା: ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ନୂଆପଡ଼ା ଜିଲ୍ଲା ବାବେଘାଟୀ  ଗାଁର ଯୋଗେନ୍ଦ୍ର ପୁଞ୍ଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗତ କିଛି ଦିନ ତଳେ ସେ ନିଜ ଜମିକୁ ଯାଇଥିବା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହି ଦୁର୍ଘଟଣାରେ ସେ ଗୋଟିଏ ହାତ ହରାଇବା ସହ ତାଙ୍କର ଛାତି ଏବଂ ଜଙ୍ଗ ପୋଡ଼ିଯାଇଥିଲା। ତାଙ୍କ ଜମିରେ ବିଦ୍ୟୁତ ଟ୍ରାନ୍ସଫର୍ମର ନ ବସାଇବା ପାଇଁ […]

nuapara

nuapara

Rakesh Mallick
  • Published: Friday, 25 September 2015
  • Updated: 25 September 2015, 08:12 AM IST

Sports

Latest News

ନୂଆପଡା: ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ନୂଆପଡ଼ା ଜିଲ୍ଲା ବାବେଘାଟୀ  ଗାଁର ଯୋଗେନ୍ଦ୍ର ପୁଞ୍ଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଗତ କିଛି ଦିନ ତଳେ ସେ ନିଜ ଜମିକୁ ଯାଇଥିବା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏହି ଦୁର୍ଘଟଣାରେ ସେ ଗୋଟିଏ ହାତ ହରାଇବା ସହ ତାଙ୍କର ଛାତି ଏବଂ ଜଙ୍ଗ ପୋଡ଼ିଯାଇଥିଲା। ତାଙ୍କ ଜମିରେ ବିଦ୍ୟୁତ ଟ୍ରାନ୍ସଫର୍ମର ନ ବସାଇବା ପାଇଁ ପୂର୍ବରୁ ବିଦ୍ୟୁତ ବିଭାଗକୁ ନିବେଦନ କରିଥିଲେ। କିନ୍ତୁ ତାଙ୍କ ନିବେଦନକୁ କେହି ଶୁଣିନଥିଲେ। ଏହି ଘଟଣାର ତଦନ୍ତ କରାଯିବ ବୋଲି ୱେସ୍କୋର  ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story