ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ୍‌, କିନ୍ତୁ ଏବେ ବାହାରିପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସି-ସୋର ଚିଟ୍‌ଫଣ୍ଡ୍‌ ଗ୍ରୁପ୍‌ର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଏଥିପାଇଁ ଆର୍ଥର କୌଣସି ସର୍ତ୍ତ ରଖାଯାଇନାହିଁ। ବରଂ ଅନ୍ୟାନ୍ୟ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଯେପରି ତଦନ୍ତ ସମୟରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ। ଏଥିପାଇଁ ସେ ତାଙ୍କର ପାସ୍‌ପୋଟ୍‌ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ଜମା କରିବେ। ଯଦି ରାଜ୍ୟ ବାହାରକୁ ଯାଆନ୍ତି, ତାହାହେଲେ ତଦନ୍ତକାରୀ ଅଧିକାରୀଙ୍କଠାରୁ ଅନୁମତି ନେବେ। ଏହାଛଡ଼ା ଦୁଇ ଜଣ ଜାମିନ୍‌ଦାରଙ୍କ ବଦଳରେ ସେ(ପ୍ରଶାନ୍ତ) ଜାମିନ୍‌ରେ […]

prasant dash

prasant dash

Rakesh Mallick
  • Published: Friday, 18 August 2017
  • Updated: 18 August 2017, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସି-ସୋର ଚିଟ୍‌ଫଣ୍ଡ୍‌ ଗ୍ରୁପ୍‌ର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଏଥିପାଇଁ ଆର୍ଥର କୌଣସି ସର୍ତ୍ତ ରଖାଯାଇନାହିଁ। ବରଂ ଅନ୍ୟାନ୍ୟ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଯେପରି ତଦନ୍ତ ସମୟରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ। ଏଥିପାଇଁ ସେ ତାଙ୍କର ପାସ୍‌ପୋଟ୍‌ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ଜମା କରିବେ। ଯଦି ରାଜ୍ୟ ବାହାରକୁ ଯାଆନ୍ତି, ତାହାହେଲେ ତଦନ୍ତକାରୀ ଅଧିକାରୀଙ୍କଠାରୁ ଅନୁମତି ନେବେ। ଏହାଛଡ଼ା ଦୁଇ ଜଣ ଜାମିନ୍‌ଦାରଙ୍କ ବଦଳରେ ସେ(ପ୍ରଶାନ୍ତ) ଜାମିନ୍‌ରେ ଯିବେ। ତେବେ କେତେ ଟଙ୍କାର ଜାମିନଦାର ସେନେଇ ନିମ୍ନଅଦାଲତ ସ୍ଥିର କରିବେ। ଯଦି ନିମ୍ନଅଦାଲତ ଚାହିଁବେ ଅନ୍ୟ କୌଣସି ସର୍ତ୍ତ ମଧ୍ୟ ରଖିପାରିବେ। ଏହି ସବୁ ସର୍ତ୍ତରେ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟ ଜାମିନ୍‌ ଦେଇଛନ୍ତି। ତେବେ ଅନ୍ୟମାମଲାରେ ସେ ଛନ୍ଦି ହୋଇପଡ଼ିଥିବାରୁ ଜେଲରୁ ବାହାରିପାରିବେ ନାହିଁ।

୨୦୧୩ ମସିହାରେ ପ୍ରଶାନ୍ତୁଙ୍କ ମୁମ୍ବାଇରୁ କ୍ରାଇମବ୍ରାଞ୍ଚ EOW ଗିରଫ  କରିଥିଲା। ପ୍ରଶାନ୍ତ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି। ସିସୋର ଠକେଇର ତଦନ୍ତ ଏବେ ସିବିଆଇ କରୁଥିବା ବେଳେ ପ୍ରଶାନ୍ତଙ୍କୁ ଆଜି ହାଇକୋର୍ଟ ଜାମିନ୍ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story