ବ୍ରହ୍ମପୁର: ଓମାନରେ ମୃତ ଯୁବକଙ୍କ ଶବ ସିଙ୍ଗିପୁରା ଗାଁର ପହଞ୍ଚିଲା

ବ୍ରହ୍ମପୁର: ଓମାନରେ ମୃତ ଓଡିଆ ଯୁବକ ବାପି ପ୍ରଧାନଙ୍କ ମୃତଦେହ ଗଞ୍ଜ।ମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ସିଙ୍ଗିପୁର ଗାଁରେ ପହଞ୍ଚିଛି । ମୃତ୍ୟୁର ୧୫ଦିନ ପରେ ବାପିଙ୍କ ମୃତଦେହ ନିଜ ଗାଁକୁ ଆସିଥିଲା। କମ୍ପାନୀ କର୍ତ୍ତୃପକ୍ଷ ବିମାନ ଯୋଗେ ମୃତଦେହ ପଠାଇଥିଲେ। ଭୁବନେଶ୍ୱରରେ ମୃତଦେହ ପହଞ୍ଚିବା ପରେ ପରିବାର ଲୋକେ ଗାଁକୁ ନେଇଥିଲେ। ବାପି  ଓମାନରେ ଏକ ଘରୋଇ କମ୍ପାନୀରେ ୧୪ମାସ ହେଲା ଟାଇଲ ମିସ୍ତ୍ରୀ ଭାବେ କାମ କରିଥିଲେ । ଗତ ୮ ତାରିଖରେ ତାଙ୍କର […]

oman

oman

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 10:59 AM IST

Sports

Latest News

ବ୍ରହ୍ମପୁର: ଓମାନରେ ମୃତ ଓଡିଆ ଯୁବକ ବାପି ପ୍ରଧାନଙ୍କ ମୃତଦେହ ଗଞ୍ଜ।ମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ସିଙ୍ଗିପୁର ଗାଁରେ ପହଞ୍ଚିଛି । ମୃତ୍ୟୁର ୧୫ଦିନ ପରେ ବାପିଙ୍କ ମୃତଦେହ ନିଜ ଗାଁକୁ ଆସିଥିଲା। କମ୍ପାନୀ କର୍ତ୍ତୃପକ୍ଷ ବିମାନ ଯୋଗେ ମୃତଦେହ ପଠାଇଥିଲେ। ଭୁବନେଶ୍ୱରରେ ମୃତଦେହ ପହଞ୍ଚିବା ପରେ ପରିବାର ଲୋକେ ଗାଁକୁ ନେଇଥିଲେ।

ବାପି  ଓମାନରେ ଏକ ଘରୋଇ କମ୍ପାନୀରେ ୧୪ମାସ ହେଲା ଟାଇଲ ମିସ୍ତ୍ରୀ ଭାବେ କାମ କରିଥିଲେ । ଗତ ୮ ତାରିଖରେ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି  । ତେବେ ବାପିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ଖଲିକୋଟ ଓ ଭୁବନେଶ୍ୱର ଏୟାର ଫିଲ୍ଡ ଥାନାରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story