କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ସିଆର୍ପିଏଫ୍ କ୍ୟାମ୍ପରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କ୍ୟାମ୍ପରେ ଜଣେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଟି.ସୋମାଭାଇ। ତାଙ୍କ ଘର ଗୁଜରାଟରେ। କେଉଁ କାରଣରୁ ଟି.ସୋମାଭାଇଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।
ପୂର୍ବରୁ ଏହି କ୍ୟାମ୍ପରେ ଜଣେ ଯବାନଙ୍କ ବ୍ରେନ୍ ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।