ସାପ କାମୁଡାରେ ଜଣେ ମୃତ

ଆସିକା: ଆସିକା ବ୍ଲକ ପାଣ୍ଡିଆା ପଥର ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଦ୍ଧିଆ ନାୟକ। ଘର ଛପର ପାଇଁ ନଡା କାଢୁଥିବା ବେଳେ ସାପ କାମୁଡି ଦେଇଥିଲା। ବୁଦ୍ଧିଆଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।