ସାପ କାମୁଡାରେ ଜଣେ ମୃତ

ଆସିକା: ଆସିକା ବ୍ଲକ ପାଣ୍ଡିଆା ପଥର ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଦ୍ଧିଆ ନାୟକ। ଘର ଛପର ପାଇଁ ନଡା କାଢୁଥିବା ବେଳେ ସାପ କାମୁଡି ଦେଇଥିଲା। ବୁଦ୍ଧିଆଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

aska

aska

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 12:17 PM IST

Sports

Latest News

ଆସିକା: ଆସିକା ବ୍ଲକ ପାଣ୍ଡିଆା ପଥର ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଦ୍ଧିଆ ନାୟକ। ଘର ଛପର ପାଇଁ ନଡା କାଢୁଥିବା ବେଳେ ସାପ କାମୁଡି ଦେଇଥିଲା। ବୁଦ୍ଧିଆଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos