ବିଦ୍ୟୁତ୍‌ ଝଟ୍‌କାରେ ଟଳିଗଲା ଦନ୍ତାହାତୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଂଜ କୃଷ୍ଣଚନ୍ଦ୍ରପୁର ଜଙ୍ଗଲରେ ବିଦ୍ୟୁତ୍‌ ତାର ଲାଗି ଏକ ଦନ୍ତା ହାତୀ ମୃତ୍ୟୁ ହୋଇଛି। ଦନ୍ତାହାତୀର ମୃତଦେହ  ଝାଡ଼ଜାମଦା ଗାଁ ନିକଟରେ ପଡ଼ିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତନାଘନା ଆରମ୍ଭ କରିଛି।