ଔପଦା କୃଷକ ମେଳା: ଆଧୁନିକ କୃଷି ପଦ୍ଧତି ଉପରେ ସାଂସଦ ବୈଜୟନ୍ତଙ୍କ ଗୁରୁତ୍ୱ

କେନ୍ଦ୍ରାପଡ଼ା: ଜିଲ୍ଲା କୃଷି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଔପଦାଠାରେ ଏକ କୃଷକ ମେଳା ଓ କୃଷି ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଏବଂ କୃଷି ସମ୍ପ୍ରସାରଣ ଯୁଗ୍ମ ନିର୍ଦ୍ଦେଶକ ମନୋଜ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କୃଷକ ମେଳାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଧୁନିକ କୃଷି ପଦ୍ଧତି କୃଷକଙ୍କ ପାଖରେ ପହଞ୍ଚାଇବା ଉପରେ ସାଂସଦ ପଣ୍ଡା ଜୋର ଦେଇଥିଲେ। କୃଷି ପ୍ରଦର୍ଶନୀର କୃତୀ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।

baijanta

baijanta

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 05:29 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story