ପାଲଲହଡ଼ାରେ ଶବବୁହା ଘଟଣା: ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ 

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଶବବୁହା ଘଟଣାରେ ଦୁଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ସ୍ଥାନୀୟ ଡାକ୍ତର। ଏହି ନିଲମ୍ବନ ଆଦେଶର ପ୍ରତିବାଦ ସ୍ୱରୂପ ପାଳଲହଡ଼ା ଉପଖଣ୍ଡର ସମସ୍ତ ଡାକ୍ତର କଳାବ୍ୟାଜ୍‌ ପରିଧାନ କରିଛନ୍ତି। ଏଭଳି ନିଲମ୍ବନ ଆଦେଶ ଦ୍ୱାରା କାର୍ଯ୍ୟରତ ଅନ୍ୟ ଡାକ୍ତରଙ୍କ ମନୋବଳ ଭାଙ୍ଗିଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ଡାକ୍ତର। ଅନୁଗୋଳ ପେଚାମୁଣ୍ଡି ଗାଁର ଗତି ଧୀବରଙ୍କ ୫ବର୍ଷର ଝିଅ ହସପିଟାଲରେ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ବ୍ୟବସ୍ଥା କରିବାକୁ […]

palalahada

palalahada

Rakesh Mallick
  • Published: Wednesday, 11 January 2017
  • Updated: 12 January 2017, 10:08 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଲଲହଡ଼ାରେ ଶବବୁହା ଘଟଣାରେ ଦୁଇ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ସ୍ଥାନୀୟ ଡାକ୍ତର। ଏହି ନିଲମ୍ବନ ଆଦେଶର ପ୍ରତିବାଦ ସ୍ୱରୂପ ପାଳଲହଡ଼ା ଉପଖଣ୍ଡର ସମସ୍ତ ଡାକ୍ତର କଳାବ୍ୟାଜ୍‌ ପରିଧାନ କରିଛନ୍ତି।

ଏଭଳି ନିଲମ୍ବନ ଆଦେଶ ଦ୍ୱାରା କାର୍ଯ୍ୟରତ ଅନ୍ୟ ଡାକ୍ତରଙ୍କ ମନୋବଳ ଭାଙ୍ଗିଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ଡାକ୍ତର। ଅନୁଗୋଳ ପେଚାମୁଣ୍ଡି ଗାଁର ଗତି ଧୀବରଙ୍କ ୫ବର୍ଷର ଝିଅ ହସପିଟାଲରେ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ହେଲେ ହସପିଟାଲ ପକ୍ଷରୁ କୌଣସି ବ‍୍ୟବସ୍ଥା କରା ନ ଯିବାରୁ ସେ ୧୫ କିଲୋମିଟର ଦୂରରେ ଥିବା ନିଜ ଗାଁରୁ କାନ୍ଧରେ ମୃତଦେହକୁ ବୋହି ନେଇଥିଲେ। ଏହି ଘଟଣାରେ ଏସ୍‌ଡିଏମ୍‌ଓ ପ୍ରତାପ ଚନ୍ଦ୍ର ମହାନ୍ତି ଏବଂ ସିନିୟର ମେଡିକାଲ ଅଫିସର ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ୪ଜଣଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story