ପାରାଦୀପ: ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ପାରାଦୀପ:ପାରାଦୀପ ସ୍ଥିତ ଅଠରବାଙ୍କି ଛକ ନିକଟ କେନାଲରୁ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ମୃତକର ପରିଚୟ ମିଳିନାହିଁ। ମୃତକର ବୟସ ପ୍ରାୟ ୩୫ରୁ ୪୦ବର୍ଷ ବୟସ ହେବ। ଗତକାଲି ଦିନ ୧୨ ଟାରେ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସରେ ଖବର ଦେଇଥିଲେ। ଶବଟି ଦୀର୍ଘ ସମୟ ସେଠାରେ ପଡ଼ିରହିବା ପରେ ସନ୍ଧ୍ୟାରେ ପାରାଦୀପ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ପୋଲିସ୍ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି ମୃତଦେହକୁ ବ୍ୟବଚ୍ଛେଦ […]

paradeep

paradeep

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 03:59 AM IST

Sports

Latest News

ପାରାଦୀପ:ପାରାଦୀପ ସ୍ଥିତ ଅଠରବାଙ୍କି ଛକ ନିକଟ କେନାଲରୁ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ମୃତକର ପରିଚୟ ମିଳିନାହିଁ। ମୃତକର ବୟସ ପ୍ରାୟ ୩୫ରୁ ୪୦ବର୍ଷ ବୟସ ହେବ। ଗତକାଲି ଦିନ ୧୨ ଟାରେ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସରେ ଖବର ଦେଇଥିଲେ। ଶବଟି ଦୀର୍ଘ ସମୟ ସେଠାରେ ପଡ଼ିରହିବା ପରେ ସନ୍ଧ୍ୟାରେ ପାରାଦୀପ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ପୋଲିସ୍ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos