ପାରାଦୀପ: ଦୁଇ ମତ୍ସ୍ୟଜୀବୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଆହତ

ପାରାଦୀପ:ପାରାଦୀପରେ ଶୁକ୍ରବାର ଦୁଇ ମତ୍ସଜୀବୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୫ଜଣ ଆହତ ହୋଇଛନ୍ତି। ଅଠରବାଙ୍କିର କାଉଡିଆ ନଦୀ ଆଡିବନ୍ଧ ଘେରିକୁ ନେଇ ଏହି ସଂଘର୍ଷ ହୋଇଛି। ଏହି ଆଡ଼ିବନ୍ଧକୁ କଳିଙ୍ଗ କର୍ଣ୍ଣଧାର ଶୋଳଭାଇ ସଭା ଏବଂ କଳିଙ୍ଗ କର୍ଣ୍ଣଧାର ମତ୍ସଜୀବୀ ସମବାୟ ସମିତି ମିଳିତ ଭାବେ ପ୍ରତିବର୍ଷ ନିଲାମ ନେଇଥା’ନ୍ତି। ହେଲେ ଏଥର ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପାରାଦୀପ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା।

paradeep

paradeep

Rakesh Mallick
  • Published: Friday, 20 November 2015
  • Updated: 20 November 2015, 11:00 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story