ପାରାଦୀପ ତୈଳ ବିଶୋଧନାଗାରରେ ସ୍ଥାୟୀ ନିଯୁକ୍ତିକୁ ନେଇ ଚାଲିଥିବା ଗଣଧାରଣା ଷଷ୍ଠ ଦିନରେ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାରରେ ସ୍ଥାୟୀ ନିଯୁକ୍ତି ଦାବି କରି ଚାଲିଥିବା ଗଣଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଓଡ଼ିଶା ଲୋକଶକ୍ତି ଅଭିଯାନ ସମର୍ଥନ ଜଣାଇଛି। ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଦଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ପେଟ୍ରୋଲିୟମ ରିଫାଇନାରୀ ପ୍ରକଳ୍ପ ଦ୍ୱାରା ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରା ନ ଗଲେ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ଲୋକଶକ୍ତି ଅଭିଯାନ। ରାଜ୍ୟ ସରକାର ଏଥିରେ  ହସ୍ତକ୍ଷେପ […]

paradeep1

paradeep1

Rakesh Mallick
  • Published: Saturday, 30 April 2016
  • Updated: 01 May 2016, 05:42 AM IST

Sports

Latest News

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାରରେ ସ୍ଥାୟୀ ନିଯୁକ୍ତି ଦାବି କରି ଚାଲିଥିବା ଗଣଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଓଡ଼ିଶା ଲୋକଶକ୍ତି ଅଭିଯାନ ସମର୍ଥନ ଜଣାଇଛି। ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଦଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ପେଟ୍ରୋଲିୟମ ରିଫାଇନାରୀ ପ୍ରକଳ୍ପ ଦ୍ୱାରା ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରା ନ ଗଲେ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ଲୋକଶକ୍ତି ଅଭିଯାନ। ରାଜ୍ୟ ସରକାର ଏଥିରେ  ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos