ମଦ ଦୋକାନରେ ନିଆଁ ଲାଗି ଜଣେ ମୃତ

ପାରାଦୀପ: ପାରାଦୀପ ଉପକଣ୍ଠ ପଙ୍କପାଳରେ ଆଜି ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲାସ ଜେନା। ସେ ସେହି ମଦ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ସକାଳୁ ସକାଳୁ ଏ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିଲା। ଉତ୍ତ୍ୟକ୍ତ ଲୋକେ ମଦ ଦୋକାନରେ ଭଙ୍ଗାରୁଜା କରିଥିଲେ ଓ ଅଭିଯୁକ୍ତକୁ ଗିରଫ କରିବାକୁ […]

wine-shop

wine-shop

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 05:31 PM IST

Sports

Latest News

ପାରାଦୀପ: ପାରାଦୀପ ଉପକଣ୍ଠ ପଙ୍କପାଳରେ ଆଜି ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲାସ ଜେନା। ସେ ସେହି ମଦ ଦୋକାନରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ସକାଳୁ ସକାଳୁ ଏ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିଲା। ଉତ୍ତ୍ୟକ୍ତ ଲୋକେ ମଦ ଦୋକାନରେ ଭଙ୍ଗାରୁଜା କରିଥିଲେ ଓ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ। ପୋଲିସ୍ ଲୋକଙ୍କୁ ବୁଝାସୁଝା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story