ପାରାଦୀପ: ନିଆଁରେ ପୋଡ଼ି ବାପ-ପୁଅ ଜୀବନ୍ତ ଦଗ୍ଧ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡିକିପୁର ଅଞ୍ଚଳର ମଠସାହିରେ ଶୁକ୍ରବାର ସଂଧ୍ୟାରେ ନିଆଁରେ ପୋଡ଼ି ହୋଇ ବାପ-ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦୁଇଜଣ ହେଲେ ଶାରଦା ଦାସ ଓ ତାଙ୍କ ୪ ବର୍ଷର ପୁଅ ବାଦଲ ଦାସ। ପେଟ୍ରୋଲ କିମ୍ଭା ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ସଂଧ୍ୟାରେ ଶିଶୁପୁତ୍ର ସହ ଶାରଦା ତାଙ୍କ ଚାଳ ଘରେ ଥିବା ବେଳେ ହଠାତ୍ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିଶମ […]

fire

fire

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 02:37 AM IST

Sports

Latest News

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡିକିପୁର ଅଞ୍ଚଳର ମଠସାହିରେ ଶୁକ୍ରବାର ସଂଧ୍ୟାରେ ନିଆଁରେ ପୋଡ଼ି ହୋଇ ବାପ-ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦୁଇଜଣ ହେଲେ ଶାରଦା ଦାସ ଓ ତାଙ୍କ ୪ ବର୍ଷର ପୁଅ ବାଦଲ ଦାସ। ପେଟ୍ରୋଲ କିମ୍ଭା ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଗତକାଲି ସଂଧ୍ୟାରେ ଶିଶୁପୁତ୍ର ସହ ଶାରଦା ତାଙ୍କ ଚାଳ ଘରେ ଥିବା ବେଳେ ହଠାତ୍ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାପ-ପୁଅ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ। କୁଜଙ୍ଗ ପୋଲିସ୍  ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story