ପିପିଲିରେ କୃଷିମନ୍ତ୍ରୀଙ୍କ ପଦଯାତ୍ରା

 ପିପିଲି: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ପୁରୀ ଜିଲ୍ଲା ଡେଲାଙ୍ଗରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା କଥା କହିଥିଲେ। ମହାରଥୀଙ୍କ ସହ ପର୍ଯ୍ୟବେକ୍ଷକ ରବି ନାରାୟଣ ପାଣି ଏବଂ ବିଜେଡି ଦଳର ବହୁ କର୍ମୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ବିଜେଡି ଅକ୍ଟୋବର ୨  ଗାନ୍ଧି ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ସାରା ରାଜ୍ୟରେ ଆରମ୍ଭ […]

pipili

pipili

Rakesh Mallick
  • Published: Monday, 05 October 2015
  • Updated: 05 October 2015, 02:48 PM IST

Sports

Latest News

 ପିପିଲି: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ପୁରୀ ଜିଲ୍ଲା ଡେଲାଙ୍ଗରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା କଥା କହିଥିଲେ। ମହାରଥୀଙ୍କ ସହ ପର୍ଯ୍ୟବେକ୍ଷକ ରବି ନାରାୟଣ ପାଣି ଏବଂ ବିଜେଡି ଦଳର ବହୁ କର୍ମୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ବିଜେଡି ଅକ୍ଟୋବର ୨  ଗାନ୍ଧି ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ସାରା ରାଜ୍ୟରେ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos