କନ୍ଧମାଳ: ବିଷାକ୍ତ ଖାଦ୍ୟ ଖାଇ ଦୁଇ ଛାତ୍ରୀ ଗୁରୁତର

କନ୍ଧମାଳ: ବିଷାକ୍ତ ଖାଦ୍ୟ ଖାଇ ଦୁଇ ଛାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପିପଳପଡ଼ା ସେବାଶ୍ରମ ବିଦ୍ୟାଳୟରେ। ସପ୍ତମ ଶ୍ରେଣୀର ଏହି ଦୁଇ ଛାତ୍ରୀ କିଭଳି ବିଷାକ୍ତ ଖାଦ୍ୟ ଖାଇଲେ ତାହା ଜଣାପଡ଼ିନାହିଁ। ଗୁରୁତର ଅବସ୍ଥାରେ ଦୁଇ ଛାତ୍ରୀଙ୍କୁ ପ୍ରଥମେ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଉଭୟଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ […]

sufent

sufent

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 10:56 PM IST

Sports

Latest News

କନ୍ଧମାଳ: ବିଷାକ୍ତ ଖାଦ୍ୟ ଖାଇ ଦୁଇ ଛାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପିପଳପଡ଼ା ସେବାଶ୍ରମ ବିଦ୍ୟାଳୟରେ। ସପ୍ତମ ଶ୍ରେଣୀର ଏହି ଦୁଇ ଛାତ୍ରୀ କିଭଳି ବିଷାକ୍ତ ଖାଦ୍ୟ ଖାଇଲେ ତାହା ଜଣାପଡ଼ିନାହିଁ। ଗୁରୁତର ଅବସ୍ଥାରେ ଦୁଇ ଛାତ୍ରୀଙ୍କୁ ପ୍ରଥମେ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଉଭୟଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ ପାଇଁ ଫିରିଙ୍ଗିଆ ମଙ୍ଗଳ ସଂପ୍ରାସାରଣ ଅଧିକାରୀଙ୍କୁ ବିଦ୍ୟାଳୟକୁ ପଠାଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story