ଗଞ୍ଜାମରେ ଅପରେସନ କ୍ଲିନ୍: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମିଟୁ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଚିଳି ଅଞ୍ଚଳର ଗୁରୁପଡ଼ାମାରୁଡି ରାସ୍ତାରେ ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ଓରଫ ବିଜୟ ମହାରଣା ଆହତ ହୋଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି। ଗତକାଲି ରାତିରେ ମିଟୁ ବାଇକ୍‌ରେ ଗୁରୁପଡ଼ାମାରୁଡି ରାସ୍ତାରେ ଯାଉଥିବା ବେଳେ ହିଞ୍ଜିଳି ଓ ସେରଗଡ଼ ଥାନା ଅଧିକାରୀ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମିଟୁ ପୋଲିସ୍‌ ଉପରକୁ ଗୁଳି ଚଳାଇବାରୁ ପୋଲିସ୍‌ ମଧ୍ୟ ପାଲଟା […]

police encounter

police encounter

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 10:55 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଚିଳି ଅଞ୍ଚଳର ଗୁରୁପଡ଼ାମାରୁଡି ରାସ୍ତାରେ ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମିଟୁ ଓରଫ ବିଜୟ ମହାରଣା ଆହତ ହୋଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି।

ଗତକାଲି ରାତିରେ ମିଟୁ ବାଇକ୍‌ରେ ଗୁରୁପଡ଼ାମାରୁଡି ରାସ୍ତାରେ ଯାଉଥିବା ବେଳେ ହିଞ୍ଜିଳି ଓ ସେରଗଡ଼ ଥାନା ଅଧିକାରୀ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମିଟୁ ପୋଲିସ୍‌ ଉପରକୁ ଗୁଳି ଚଳାଇବାରୁ ପୋଲିସ୍‌ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ପୋଲିସ୍‌ ଗୁଳିରେ  ମିଟୁ ଗୁରୁତର ଆହତ ହୋଇଛି। ତାକୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ରେ କନେଷ୍ଟବଳ ସୁବଳ ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି। ମିଟୁର ଅନ୍ୟଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story