ଲାଡିଙ୍ଗ୍‌ ଜଙ୍ଗଲରେ ପୋଲିସ୍ ଓ ମାଓବାଦୀ ଗୁଳିବିନିମୟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଥିବା ଗୋଲଗୋଲା ନିକଟସ୍ଥ ଲାଡିଙ୍ଗ୍‌ ଜଙ୍ଗଲରେ ଆଜି ସକାଳେ ପୋଲିସ୍‌ ଓ ମାଓବାଦୀ ଗୁଳିବିନିମୟ ହୋଇଛି। ନିୟମଗିରି ପାହାଡ଼ର ଲାଡିଜ ଜଙ୍ଗଲରେ କିଛି ମାଓବାଦୀ ଥିବା ଖବର ମିଳିଥିଲା।  ଗତରାତିରେ ସିଆରପିଏଫ୍‌ ଓ ଏସ୍‌ଓଜି ଯବାନ ସେହି ଅଞ୍ଚଳରେ ମିଳିତ କୁମ୍ବିଂ ଅପରେସନ କରିଥିଲେ। ଅପରେସନ ବେଳେ ଜଙ୍ଗଲରେ ଥିବା ମାଓବାଦୀମାନେ ପ୍ରଥମେ ପୋଲିସ୍ ଉପରକୁ ଗୁଳି ଚାଳନା କରିବା ପରେ ପୋଲିସ୍‌ ପକ୍ଷରୁ ମଧ୍ୟ […]

rayagada

rayagada

Rakesh Mallick
  • Published: Tuesday, 18 October 2016
  • Updated: 18 October 2016, 05:45 PM IST

Sports

Latest News

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଥିବା ଗୋଲଗୋଲା ନିକଟସ୍ଥ ଲାଡିଙ୍ଗ୍‌ ଜଙ୍ଗଲରେ ଆଜି ସକାଳେ ପୋଲିସ୍‌ ଓ ମାଓବାଦୀ ଗୁଳିବିନିମୟ ହୋଇଛି।

ନିୟମଗିରି ପାହାଡ଼ର ଲାଡିଜ ଜଙ୍ଗଲରେ କିଛି ମାଓବାଦୀ ଥିବା ଖବର ମିଳିଥିଲା।  ଗତରାତିରେ ସିଆରପିଏଫ୍‌ ଓ ଏସ୍‌ଓଜି ଯବାନ ସେହି ଅଞ୍ଚଳରେ ମିଳିତ କୁମ୍ବିଂ ଅପରେସନ କରିଥିଲେ। ଅପରେସନ ବେଳେ ଜଙ୍ଗଲରେ ଥିବା ମାଓବାଦୀମାନେ ପ୍ରଥମେ ପୋଲିସ୍ ଉପରକୁ ଗୁଳି ଚାଳନା କରିବା ପରେ ପୋଲିସ୍‌ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ପୋଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ସୁରକ୍ଷା କର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହି ଘଟଣାରେ ବାସଧାରା,ନାଗାବଳୀ,ଘୁମୁସୁର ଡିଭିଜନ୍‌ ମାଓ ସଂଗଠନର ନେତା ବଣ୍ଟିର ହାତଥିବା ମୁନିଗୁଡ଼ା ଏସଡିପିଓ ଅନନ୍ତ ପ୍ରସାଦ ମଲ୍ଲିକ ପୋଲିସ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story