ପୁରୀ: ୧୦ ଦଫା ଦାବି ନେଇ ‘ଭାଷା ସୁରକ୍ଷା ସମ୍ମିଳନୀ’ର ଧାରଣା

ପୁରୀ: ଓଡିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଭାଷା ସୁରକ୍ଷା ସମ୍ମିଳନୀ ତରଫରୁ ସୋମବାର ୧୦ଦଫା ଦାବି ନେଇ ପୁରୀ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କୃଷ୍ଣ ଜଗଦେବ, ବଦ୍ରି ମିଶ୍ର ଏବଂ ଆଦିତ୍ୟ ହୃଦୟ ମିଶ୍ର ସମେତ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବା ସହ ସ୍ୱତନ୍ତ୍ର ଆଇନ ପାରିତ କରିବା ପାଇଁ ଦାବି କରାଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ […]

puri

puri

Rakesh Mallick
  • Published: Monday, 23 November 2015
  • Updated: 23 November 2015, 09:40 AM IST

Sports

Latest News

ପୁରୀ: ଓଡିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଭାଷା ସୁରକ୍ଷା ସମ୍ମିଳନୀ ତରଫରୁ ସୋମବାର ୧୦ଦଫା ଦାବି ନେଇ ପୁରୀ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କୃଷ୍ଣ ଜଗଦେବ, ବଦ୍ରି ମିଶ୍ର ଏବଂ ଆଦିତ୍ୟ ହୃଦୟ ମିଶ୍ର ସମେତ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବା ସହ ସ୍ୱତନ୍ତ୍ର ଆଇନ ପାରିତ କରିବା ପାଇଁ ଦାବି କରାଯାଇଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷା ଲେଖାଯିବାକୁ ବାଧ୍ୟତା ମୂଳକ କରାଯାଉ। ବିଛିନ୍ନାଞ୍ଚଳରେ ଓଡିଆ ଭାଷା, ସଂସ୍କୃତି ଉପରେ ଆବଶକୀୟ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story