ପୁରୀ: ଆତ୍ମହତ୍ୟା ନ କରିବାକୁ ବାଲୁକାକଳା ମାଧ୍ୟମରେ ଚାଷୀଙ୍କୁ ଅନୁରୋଧ

ପୁରୀ: ବାଲୁକା କଳାମାଧ୍ୟମରେ ଚାଷୀ ଆତ୍ମହତ୍ୟା ରୋକିବାର ପ୍ରୟାସ କରାଯାଇଛି। ପୁରୀ ସମୁଦ୍ର ବେଳାଭୂମିରେ ଏହି ପ୍ରୟାସ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ନିଜର କଳାକୃତୀ ମାଧ୍ୟମରେ ଚାଷୀଙ୍କୁ ଧର୍ଯ୍ୟ ଓ ସାହସ ରଖିବାକୁ ସୁନର୍ଦଶ ନିବେଦନ କରିଛନ୍ତି। ୫ ଟନ୍ ବାଲିରେ ଏହି କଳାକୃତୀ ନିର୍ମାଣ କରିଛନ୍ତି ସେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।